Office Order/Notification
| Sr. No. | Subject | Notification No. | Date | Details/Download |
|---|---|---|---|---|
| 1 | ସରକାରଙ୍କ ଯୁଗ୍ମ ସଚିବ ଶ୍ରୀ ଅମୀୟ କୁମାର ଉଦ୍ଗାତାଙ୍କୁ 30.06.2026 ଠାରୁ ଅବସର ବୟସ ପୂରଣ ହେବା ପରେ କାର୍ଯ୍ୟରୁ ମୁକ୍ତ କରାଯାଇଛି। | HOME-OE1-SVCOND-0003-2022-20795 | 10/06/2026 | Download(50.87 KB) |
| 2 | ସରକାରଙ୍କ ଉପସଚିବ ଶ୍ରୀ ରାଜକିଶୋର ରାଉତଙ୍କ ଅବସର କାର୍ଯ୍ୟାଳୟ ଆଦେଶ, 30.06.2026 ରୁ କାର୍ଯ୍ୟକାରୀ ହେବ। | HOME-OE1-SVCOND-0006-2025-20801 | 10/06/2026 | Download(52.78 KB) |
| 3 | ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ନିମିତ୍ତ ଗୃହ (ନିର୍ବାଚନ) ବିଭାଗରେ ରିପୋର୍ଟ କରିବା ପାଇଁ ଗୃହ ବିଭାଗର ଡେସ୍କ ଅଧିକାରୀ ଶ୍ରୀ ଅଭିସିକ୍ତ ମହାନ୍ତିଙ୍କୁ ରିଲିଭ କରାଗଲା | HOME-OE1-TRS-0001-2022-20050 | 06/06/2026 | Download(50.2 KB) |
| 4 | ଅତିରିକ୍ତ ସଚିବ IAS ଶ୍ରୀ ପ୍ରଣତି ଛୋଟରାୟଙ୍କୁ ପ୍ରସିକ୍ୟୁସନ୍ ଉପବିଭାଗର ଦାୟିତ୍ୱ ଦିଆଯାଇଛି। | PT2-HOME-OE1-MISC-0001-2024-17771 | 21/05/2026 | Download(54.04 KB) |
| 5 | ଶ୍ରୀ ଅମୀୟ କୁମାର ଉଦ୍ଗାତା, ପୂର୍ବତନ ଉପସଚିବ ଓଏସଏସ କ୍ୟାଡରରେ ଯୁଗ୍ମ ସଚିବ ପଦବୀରେ ନିଯୁକ୍ତି ପାଇଛନ୍ତି। | PT1-HOME-OE1-MISC-0001-2024-16062 | 11/05/2026 | Download(61.12 KB) |
| 6 | ଶ୍ରୀ ଗଙ୍ଗାଧର ମଲ୍ଲିକ ,ପୂର୍ବତନ ସହାୟକ ଆର୍ଥିକ ପରାମର୍ଶଦାତା ଙ୍କର ରିଲିଭ ଅଫିସ ଅର୍ଡର | HOME-OE1-SVCOND-0014-2017-13480 | 20/04/2026 | Download(62.23 KB) |
| 7 | ଶ୍ରୀ ବିଶ୍ଵରଞ୍ଜନ ପରିଡା ଓ ଶ୍ରୀ ଆଲୋକ କର ସୁପରିନ୍ଟେନ୍ଡେନ୍ଟ ଲେଭେଲ - ୨ ଙ୍କର ରିଲିଭ ଅଫିସ ଅର୍ଡର | HOME-OE1-TRS-0002-2018-12525 | 13/04/2026 | Download(58.45 KB) |
| 8 | ଶ୍ରୀ ଭାବେଶ କୁମାର ନାୟକ, OAS, ଅତିରିକ୍ତ ସଚିବଙ୍କୁ OSWAS/i-GOT ର ନୋଡାଲ ଅଧିକାରୀ ଏବଂ i-GOT ର MDO ପୋର୍ଟାଲର ମୁଖ୍ୟ ଭାବରେ ମନୋନୀତ କରାଯାଇଛି। | HOME-OE1-MISC-0064-2023-50875 | 15/12/2025 | Download(52.56 KB) |
| 9 | ଗୃହ ବିଭାଗ ସମ୍ପର୍କରେ OSWAS/i-GOT ପୋର୍ଟାଲର କାର୍ଯ୍ୟ ପାଇଁ ନୋଡାଲ ଅଧିକାରୀ ଏବଂ i-GOTର MDO ପୋର୍ଟାଲର ମୁଖ୍ୟ | HOME-OE-MISC-0064-2023-49544 | 04/12/2025 | Download(50.55 KB) |
| 10 | Smt Pranati Chhotray, IAS ଙ୍କୁ Smt Aradhana Das, IAS ଙ୍କର ଲିଙ୍କ୍ ଅଫିସର ଭାବରେ ମନୋନୀତ କରାଗଲା | 29/11/2025 | Download(56.92 KB) |



